ଚନ୍ଦ୍ର ଗ୍ରହଣ(Moon Eclipse) |
ଚନ୍ଦ୍ର ପୃଥିବୀର ଚରିପଟେ ଘୁରୁଥାଏ, ପୃଥିବୀ ସୂର୍ଯ୍ଯର ଚାରିପଟେ ଘୁରୁଥାଏ , ଏହି ଘୁର୍ଣ୍ଣନ ପ୍ରକ୍ରିୟା ଚାଲିଥାଏ . ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ଯ ଏକା ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି ସେହି ଦିନ ସୂର୍ଯ୍ଯଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପରେ ନାହିଁ , ଏବଂ ସେହି ସମୟ ରେ ପୃଥିବୀ ର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ସେହି ସମୟରେ ଚନ୍ଦ୍ର ଲାଲ୍ ଦେଖାଯାଆନ୍ତି , ଆମେ ସେହି ସମୟକୁ ଚନ୍ଦ୍ରଗ୍ରହଣ ବୋଲି କହିଥାଉ
ଲେଖା- ଆର୍ତ୍ତ ତ୍ରାଣ ସାମଲ
Comments
Post a Comment