ଚନ୍ଦ୍ର ଗ୍ରହଣ କାହିଁକି ହୁଏ ? Why Lunar eclipse ?

ଚନ୍ଦ୍ର ଗ୍ରହଣ(Moon Eclipse)






ଚନ୍ଦ୍ର  ପୃଥିବୀର ଚରିପଟେ ଘୁରୁଥାଏ, ପୃଥିବୀ ସୂର୍ଯ୍ଯର ଚାରିପଟେ ଘୁରୁଥାଏ ,  ଏହି ଘୁର୍ଣ୍ଣନ ପ୍ରକ୍ରିୟା ଚାଲିଥାଏ . ଯେଉଁ ଦିନ ଚନ୍ଦ୍ର, ପୃଥିବୀ ଆଉ ସୂର୍ଯ୍ଯ ଏକା ସରଳ ରେଖାରେ ଅବତୀର୍ଣ୍ଣ କରନ୍ତି  ସେହି ଦିନ ସୂର୍ଯ୍ଯଙ୍କଠାରୁ ଆସୁଥିବା ଆଲୋକ ଚନ୍ଦ୍ରଙ୍କ ପାଖରେ ପହଞ୍ଚି ପରେ ନାହିଁ , ଏବଂ ସେହି ସମୟ ରେ ପୃଥିବୀ ର ଛାଇ ଚନ୍ଦ୍ରଙ୍କ ଉପରେ ପଡେ ସେହି ସମୟରେ ଚନ୍ଦ୍ର ଲାଲ୍ ଦେଖାଯାଆନ୍ତି , ଆମେ ସେହି ସମୟକୁ ଚନ୍ଦ୍ରଗ୍ରହଣ ବୋଲି କହିଥାଉ

ଲେଖା- ଆର୍ତ୍ତ ତ୍ରାଣ ସାମଲ

Comments